Jump to content

ମଙ୍ଗଳ ସୂତ୍ର

ଉଇକିଅଭିଧାନ‌ରୁ

ମଙ୍ଗଳ ସୂତ୍ର

ଉଚ୍ଚାରଣ

[ସମ୍ପାଦନା]

(ମଙ୍ଗଳପ୍ରତିସର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିବାହ ବେଦିରେ ବରକନ୍ୟାଙ୍କ ହାତରେ ଦୁବ ବର କୋଳିପତ୍ର ଓ ଅରୁଆଚାଉଳ ସହିତ ବନ୍ଧାଯିବା ହଳଦିଆ ସୂତା —An auspicious string worn in the arm by the bride and the bridegr om on the occasion of marriage.