ମଙ୍ଗାଇବା
ଦେଖଣା
ମଙ୍ଗାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ମନୋନୟନ)
[ସମ୍ପାଦନା]ମଙ୍ଗିବା କ୍ରିୟାର ଣିଜନ୍ତ ରୂପ —The causative form of 'Maṅgibā'.
- ୧. କୌଣସି ବ୍ୟକ୍ତିକୁ କୌଣସି କାର୍ଯ୍ୟ ପାଇଁ ରାଜି କରାଇବା; ମନାଇବା —୧. To succeed in inducing a person to consent or agree to a matter.
[ଉ—କେବଳ ଧୃତରାଷ୍ଟ୍ର ନୃପେ ମଙ୍ଗାଇଲେ ଆମ୍ଭେ ଯିବ ଧନ ଦେଖାଇ ତାଙ୍କୁ ଭଲେ କୃଷ୍ଣସିଂହ. ମହାଭାରତ. ବନ]
- ୩. ମନାଇବା; ପ୍ରବର୍ତ୍ତାଇବା —୩. To induce.
- ୪. ପ୍ରସନ୍ନ କରିବା —୪. To propitiate a person.
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା](ମାଗିବା କ୍ରିୟାର ଣିଜନ୍ତ ରୂପ)— ମଗାଇବା —To send for.