ମଙ୍ଗିବା
ଦେଖଣା
ମଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଙ୍ଗିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମନୋନୟନ ବା ମନ୍ ଧାତୁ=ସମ୍ମତହେବା)
[ସମ୍ପାଦନା]- ୧. ରାଜି ହେବା —୧. To consent; to agree.
[ଉ—ସେଇ ପାଞ୍ଚଣରେ ମଙ୍ଗା ଯାଉନ୍ତୁ ଫକୀରମୋହନ ଗଳ୍ପ ସ୍ୱଳ୍ପ]
- ୨. ମାନିବା — ୨. To admit.
[ଉ—ସେ ବିଧିକି ନ ମଙ୍ଗିବାରୁ ପରା ସଢ଼ାଉଛ ଲାକ ଯନ୍ତ୍ରେ ନିଶି ଆଜ କବିସୂର୍ଯ୍ୟ ରତ୍ନାକର ଚମ୍ପୂ ସଙ୍ଗୀତ]