Jump to content

ମଙ୍ଗୁ

ଉଇକିଅଭିଧାନ‌ରୁ

ମଙ୍ଗୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମଙ୍ଗୁଆ—ଅନ୍ୟରୂପ)

(ମଙ୍ଗେଇ—ସ୍ତ୍ରୀ) 

ଦେଶଜ - ବିଣପୁଲିଙ୍ଗ -

[ସମ୍ପାଦନା]
୧. ଯେ ରାଜି ହୁଏ; ସମ୍ମତ —୧. Agreeing; consenting.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେ ନୌକାର ମଙ୍ଗରେ ଥାଏ; ମଙ୍ଗଧାରା —A sailor holding the helm of a boat.

୨. ଲୋକଙ୍କୁ ଦିଆଯିବା ନାମ —୨. Name given to persons.