Jump to content

ମଙ୍ଗୁଳିବା

ଉଇକିଅଭିଧାନ‌ରୁ

ମଙ୍ଗୁଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ମଙ୍ଗଳ)

[ସମ୍ପାଦନା]
୧. ବିବାହ ଓ ବ୍ରତଆଦି ଶୁଭାନୁ— ଷ୍ଠାନ ପୂର୍ବର ଗ୍ରାମ୍ୟଦେବତାପୂଜା ହାଣ୍ଡି ମଙ୍ଗୁଳା ଆଦି ମଙ୍ଗଳାଚାର ଅନୁଷ୍ଠାନ କରିବା —୧. The perform propitious ceremonies on the eve of festive occasions.
୨. (ଲକ୍ଷଣାର୍ଥ) ନିଜେ ଅଶୁଚି ହୋଇ ଅନ୍ୟମାନଙ୍କୁ ଛୂଇଁବା; ଛୁଆଁ ଅଛୁଆଁ ବାରଣ ନ ରଖିବା; ସୃଶ୍ୟାସ୍ଫୃଶ୍ୟ ବାରଣ ନ ରଖିବା —୨. (figurative) To observe no distinction between the touchanle and untouchable; to pollute clean people and things by one's touch (said of a person who is himself unclean).