ମଙ୍ଗ ଧରା
ଦେଖଣା
ମଙ୍ଗ ଧରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଙ୍ଗ ଧରା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନୌକାର ପଛ ମଙ୍ଗରେ ଲାଗିଥିବା ନୌକାର ଗତିର ଦିଗନିୟାମକ ଆହୁଲା —୧. The helm of a boat; the rudder.
[ଦ୍ରଷ୍ଟବ୍ୟ —ସୁକାନ ଡଙ୍ଗା ଗଢ଼ା ହେଲା ହେଳେ ଡ଼ଙ୍ଗାର ପଛ ପାଖରେ କବିଜାଦ୍ୱାରା ସଂଲଗ୍ନ କରାଯାଇ ଥାଏ ମଙ୍ଗଧରା ମଧ୍ୟ ଡଙ୍ଗାର ପଛପାଖରେ ଲାଗିଥାଏ ମଙ୍ଗଧରା ଡଙ୍ଗାର ପଛ ମଙ୍ଗରେ ଦଉଡ଼ାଦ୍ୱାରା ଛନ୍ଦା ହୋଇଥାଏ]
- ୨. ମଙ୍ଗୁଆଳ; ଯେଉଁ ନାବିକ ନୌକାର ପଛ ମଙ୍ଗରେ ଲାଗିଥିବା ଆହୁଲାକୁ ଧରି ନୌକାର ଗତିକୁ ନିୟନ୍ତ୍ରିତ କରେ —୨. Helmsman.
- ୩. (ଲକ୍ଷାଣର୍ଥ) ଚାଳକ —(figurative) Leader.