Jump to content

ମଚକିବା

ଉଇକିଅଭିଧାନ‌ରୁ

ମଚକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଗୋଡ଼ ବା ହାତଆଦି) ମୋଡ଼ି ହୋଇଯିବା — ୧. To be wrenched; to be sprained or bruised (said of a hand or leg).
୨. ମଚ ମଚ ଶବ୍ଦ କରିବା —୨. To make a munching sound.
୩. ଅଳ୍ପ ଫାଟିବା —୩. To crack slightly.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ମକଚିବା — To squeeze; to crush.