Jump to content

ମଚଳା

ଉଇକିଅଭିଧାନ‌ରୁ

ମଚଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୁଣ୍ଡିଆ ରୋଗବିଶେଷ; ଶୁଖିଲା କୁଣ୍ଡିଆ — ୧. A sort of dry itches; scabies.
୨. ବିଇଞ୍ଚି ରୋଗ —୨. Eczema.
୩. କୋଡ଼ଯାଦୁ; କୋଷ, ଗୁହ୍ୟ ଓ ଲିଙ୍ଗମୂଳରେ ହେବା କଣ୍ଡୂମୟ ଦଦ୍ରୂ — ୩. An itching ringwom attcking the privites.