ମଚାଳିବା
ଦେଖଣା
ମଚାଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ପାଦ) ସଂବାଦନ କରିବା; ଘଷିବା — ୧. To chafe or rub with the hands; to shampoo.;
- ୨. ହାତରେ ଚିପିବା — ୨. To press with the hands.
(ଉ— ବିଞ୍ଚଣୀପାଦ ମାଞ୍ଚଳି ଚାଳି ଭଞ୍ଜ. ପ୍ରେମସୁଧାନିଧି)
- ୩. ମନ୍ଥିବା — ୩. To churn.
- ୪. ଦୁଇ ହାତର ଲେଡ଼ିରେ ମଳିବା — ୪. To crush a thing between the two palms.