ମଚ୍ଛ
ଦେଖଣା
ମଚ୍ଛ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ମଦ. ଧାତୁ=(ଜଳରେ) ହୃଷ୍ଟ ହେବା+କର୍ତ୍ତୃ. ଶ]
[ସମ୍ପାଦନା]ମତ୍ସ୍ୟ; ମାଛ —Fish.
ମଚ୍ଛ
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବି—(ସଂସ୍କୃତ - ମଚ୍ଛ)
[ସମ୍ପାଦନା]- ୧. ମାଛ —୧. Fish.
- ୨. ବିଷ୍ଣୁଙ୍କର ମତ୍ସ୍ୟାବତାର — ୨. THe ୧st incarnation of Bishṇu. (in the shape of a fish.)
[ଉ—ମଛ କଛ ଅବତାର ଛନ୍ତି ନାଏ ପଡ଼ି, ପ୍ରାଚୀ ବ୍ରହ୍ମନିରୂପଣ ଗାତା]