Jump to content

ମଚ୍ଛା

ଉଇକିଅଭିଧାନ‌ରୁ

ମଚ୍ଛା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପଣ୍ୟାର୍ଥ ରକ୍ଷିତ ବସ୍ତୁଆଦିର ନମୁନା — ୧. A sample of commodities offered for sale (e.g. corn).
୨. ବଣିଆଘରକୁ କାମ କରିବାକୁ ସୁନା ଦେଲେ, ଗହଣା ତିଆରି କରି ଦେବା ବେଳେ ଯେଉଁ ସୁନା ଦିଆ ଯାଇଥିଲା, ବଣିଆ ତାହା ଦେଲା ବିଶେଷ୍ୟ - ତହିଣରେ ଖାଦ ମିଶାଇଲା, ଏହା ଜାଣିବା ପାଇଁ ଉକ୍ତ ସୁନା ମଧ୍ୟରୁ ମାଲିକ କାଟି ରଖିବା ଟିକିଏ ସୁନା —୨. A bit of gold kept for verification out of the gold entrusted to a goldsmith for turning it into some article.

ମଚ୍ଛା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପଣ୍ୟାର୍ଥ ରକ୍ଷିତ ବସ୍ତୁଆଦିର ନମୁନା — ୧. A sample of commodities offered forr sale (e.g. corn).