ମଛଦିଆ କର
(ମଛଦିଆ ଖଜଣା, ମଛଦିଆ ଜମା—ଅନ୍ୟରୂପ)
ନଈଈ ପୋଖରୀ ଆଦିରୁ ମାଛ ଧରିବା ପାଇଁ ଜମିଦାରଙ୍କୁ ଦିଆଯିବା ଖଜଣା — Fishery rent; ent payable to the landlord of a river of tank for enjoying the fishery right.