Jump to content

ମଜମୁନ

ଉଇକିଅଭିଧାନ‌ରୁ

ମଜମୁନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା) (କଚିରିଆ)

[ସମ୍ପାଦନା]
୧. ମସୁଦ୍ରା; ଚିଠା — ୧. Draft.
୨. ଆଲୋଚିତ ବା ଲିଖିତ ବିଷୟ — ୨. Subject matter of a discourse or writing.