ମଜଲସ

ଉଇକିଅଭିଧାନ‌ରୁ

ମଜଲସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମଜଲି[ଲ]ସି—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମଜଲିସ)[ସମ୍ପାଦନା]

୧. ନୃତ୍ୟ ଗୀତାଦିର ସଭା —୧. A musical gathering.
୨. ସମାରୋହଯୁକକ୍ତ ସଭା ବା ବୈଠକ — ୨. A grand meeting or assemblage of people.
୩. ଦରବାର; ରାଜସଭା —୩. King's court; darbar.
୪. ପାରସ୍ୟର ରାଜ— ସଭା —୪. THe royal court of Persia.
୫. ଆମୋଦପ୍ରମୋଦ —୫. Amusements.

(ଉ— କଡ଼ିଫାଙ୍କମାନଙ୍କରେ ଘରଚଟିଆମାନଙ୍କର ମଜଲିସ ଫକୀରମୋହନ ଛମାଣ ଆଠଗୁଣ୍ଠ)

୬. ସୁଖସ୍ୱାଚ୍ଛନ୍ଦ୍ୟ; ଅୟସ —୬. Luxury; grand style of living.