ମଜଲିସ
ମଜଲିସ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ମଜଲି[ଲ]ସି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆରବୀ - ମଜଲିସ)[ସମ୍ପାଦନା]
- ୧. ନୃତ୍ୟ ଗୀତାଦିର ସଭା —୧. A musical gathering.
- ୨. ସମାରୋହଯୁକକ୍ତ ସଭା ବା ବୈଠକ — ୨. A grand meeting or assemblage of people.
- ୩. ଦରବାର; ରାଜସଭା —୩. King's court; darbar.
- ୪. ପାରସ୍ୟର ରାଜ— ସଭା —୪. THe royal court of Persia.
- ୫. ଆମୋଦପ୍ରମୋଦ —୫. Amusements.
(ଉ— କଡ଼ିଫାଙ୍କମାନଙ୍କରେ ଘରଚଟିଆମାନଙ୍କର ମଜଲିସ
ଫକୀରମୋହନ ଛମାଣ ଆଠଗୁଣ୍ଠ)
- ୬. ସୁଖସ୍ୱାଚ୍ଛନ୍ଦ୍ୟ; ଅୟସ —୬. Luxury; grand style of living.