ମଜାଇବା
ଦେଖଣା
ମଜାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମଜାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](ମାଜିବା କ୍ରିୟାର ଣିଜନ୍ତ ରୂପ) —The causative form of Mājibā.
- ୧. ମାର୍ଜିତ କରାଇବା —୧. To cause to be polished or scoured.
(ଉ—ଧରାଇଲା କରେ ମଜାଇ ଦରପଣ କୃଷ୍ଣସିଂହ ମହାଭାରତ ବନ)
- ୨. (ମଜିବାର ଣିଜନ୍ତ ରୂପ) ମଗ୍ନ କରାଇବା; ଆସକ୍ତ କରିବା —୨. To cause to sink; to cause to be addicted or attached.
(ଉ—ମଜାଇ ସେ ସୁଧା ହ୍ରଦେ ମଧୂସୂଦନ ସଙ୍ଗୀତ ମାଳା)
- ୩. ମୁଗ୍ଧ କରିବା —୩. To enchant.
(ଉ—ସ୍ତ୍ରେଣ ଜନ ମନ ମଡାଇ ତୋର ଏଡ଼େ ଗୁମାନ ରାଧାନାଥ ଚନ୍ଦ୍ରଭାଗା)