ମଜା ଦେଖିବା
ଦେଖଣା
ମଜା ଦେଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌତୁକ ବା ରଙ୍ଗ ଦେଖିବା — ୧. To see the fun of a thing.
- ୨. ଅନ୍ୟମାନଙ୍କ ମଧ୍ୟରେ ବିବାଦ ଲାଗିଥିବା ଅବସ୍ଥାରେ ସେମାନଙ୍କର ଦୁଃଖରେ ସୁଖକ ଅନୁଭବ କରିବା — ୨. To feel pleasure or to enjoy while others are quarelling.
- ୩. (ଧମକାଣ) କୌଣସି ବ୍ୟକ୍ତିକୁ ଉପଯୁକ୍ତ ଶିକ୍ଷା ଦେବା —୩. (threat) To teach a person a lesson.
- ୪. ଅନୁଭବ କରିବା — ୪. To experience.