Jump to content

ମଜା ବାହାରିଯିବା

ଉଇକିଅଭିଧାନ‌ରୁ

ମଜା ବାହାରିଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମଜା ନିକି(କ)ଲିବା—ଅନ୍ୟରୂପ)

[ମଜା ବାହାର କରିବା, ମଜା ନିକାଲିବା—କ୍ରିୟାରୂପ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି କାର୍ଯ୍ୟର କୁଫଳ ଭୋଗ କରିବା —୧. Suffering the bitter effects of one's acts.
୨. ଅନୁଭୂତ ସୁଖ ଓ ଶାନ୍ତିର ଲୋପ —୨. Cessation of one's peace and happiness.