Jump to content

ମଜିବା

ଉଇକିଅଭିଧାନ‌ରୁ

ମଜିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମସଜ୍ ଧାତୁ=ମଗ୍ନ ହେବା, ଗାଧୋଇବା)

[ସମ୍ପାଦନା]
୧. ମଗ୍ନ ହେବା; ବୁଡ଼ିବା; ଡ଼ୁବିବା; ନିମଜ୍ଜିତ ହେବା —୧. To sink; to dive.
୨. ଅନ୍ୟର ପ୍ରେମରେ ବା ଅନୁରାଗରେ ମଗ୍ନ ହୋଇ ଆତ୍ମବିସ୍ତୃତି ହେବା — ୨. To be absorbed in love or attachment.
୩. ଆସକ୍ତ ହେବା —୩. To be attached to.
୪. ମୁଗ୍ଧ ହେବା —୪. To be enchanted by; to be charmed by.