ମଜୁତ୍
ଦେଖଣା
ମଜୁତ୍
ଉଚ୍ଚାରଣ
[ସମ୍ପାଦନା](ମଥଜୁତ, ମହଜତ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମଜୁତ୍
|
ବୈଦେଶିକ - ବିଶେଷଣ - (ଅ. ମୌଜୁଦ୍) (କଚିରିଆ)
[ସମ୍ପାଦନା]- ୧. ବିଦ୍ୟମାନ —୧. Present.
- ୨. ପ୍ରସ୍ତୁତ — ୨. Ready; at hand.
- ୩. ଜମାଥିବା; ଗଚ୍ଛିତ; ନଗଦ —୩. In cash; treasured.
ବିଶେଷ୍ୟ -
[ସମ୍ପାଦନା]ମଗଦ ଧନ —Cash.