Jump to content

ମଜୁଦ୍

ଉଇକିଅଭିଧାନ‌ରୁ

ମଜୁଦ୍

ଉଚ୍ଚାରଣ

[ସମ୍ପାଦନା]

(ମଥଜୁତ, ମହଜତ୍—ଅନ୍ୟରୂପ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଅ. ମୌଜୁଦ୍) (କଚିରିଆ)

[ସମ୍ପାଦନା]
୧. ବିଦ୍ୟମାନ —୧. Present.
୨. ପ୍ରସ୍ତୁତ — ୨. Ready; at hand.
୩. ଜମାଥିବା; ଗଚ୍ଛିତ; ନଗଦ —୩. In cash; treasured.

ବିଶେଷ୍ୟ -

[ସମ୍ପାଦନା]

ମଗଦ ଧନ —Cash.