ମଜ୍ଜଫଳ
ଦେଖଣା
ମଜ୍ଜଫଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମାଜୁ ଫଳ — Oak galls; gall nuts
[ଦ୍ରଷ୍ଟବ୍ୟ — ପ୍ରକୃତରେ ଏହା ଫଳ ନୁହେଁ ଏକ ପ୍ରକାର ପୋକ ପଶ୍ଚିମଦେଶୀୟ ଓକ୍ ନାମକ ବୃକ୍ଷବିଶେଷର କୋମଳ ଶାଖାରେ ସୂକ୍ଷ୍ମ ଚିଦ୍ର କରି ତା ମଧ୍ୟରେ ଡ଼ିମ୍ୱ ପାରନ୍ତି ସେହି ଛିଦ୍ରବାଟେ ଗଛରୁ ଅଠା ବାହାରି ଛିଦ୍ର ମୁଖରେ ଗୁଆପରି ଆବୁମାନ ଜମି ଯାଏ ଯଥାସମୟରେ ସେହିଲ ଆଳୁ— ଗୁଡ଼ିକ ଫୁଟାଇ ପୋକମାନ ସେହି କଣା ବାଟେ ବାହାରି ଯାଆନ୍ତି ସେହି ଗୁଆ ଆକୃତି ବିଶିଷ୍ଟ ଜମାଟ ଅଠାକୁ ମାଜୁଫଳ ବୋଲାଯାଏ ଓ ଏହା ଔଷଧରେ ଲାଗେ; ଏହା ହରିଡ଼ା ଅପେକ୍ଷା ବେଶି କଷା, ବୈଦ୍ୟକ ମତରେ ଏହା ଗ୍ରାହୀ , ବକଳର, ଜ୍ୱରଘ୍ନ ଓ ରକ୍ତସ୍ରାବ ରୋଧକ ଏହା ସୁଖ ଓ ଦନ୍ତ ରୋଗ, ଶ୍ୱେତ ପ୍ରଦର , ଅର୍ଶ୍ୱଃ, ଯୋନିକନ୍ଦ ଅତିସାର ଗ୍ରହଣୀ ଓ ପ୍ରବାହିକା ରୋଗନାଶକ]