ମଜ୍ଜାଇବା
ଦେଖଣା
ମଜ୍ଜାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ମଜ୍ଜିବାର ଣିଜନ୍ତରୂପ)
[ସମ୍ପାଦନା]- ୧. ନିମଜ୍ଜିତ କରିବା —୧. To cause to sink.
- ୨. ମୁଗଧ୍ କରିବା —୨. To enchant; to charm.
(ଉ— ନବ ରମଣୀମଣି ବେଣଈ ନର୍ତ୍ତକୀ. ନର୍ତ୍ତନେ ଚିତ୍ତ ମଜ୍ଜାଇବି ଭଞ୍ଜ, ପ୍ରେମସୁଧାନିଧି)
- ୩. ପ୍ରେମରେ ଆସକ୍ତ ବା ଆବନ୍ଧ କରିବା — ୩. To enchain by ties of attachment.