ମଜ୍ କୁରି
ଦେଖଣା
ମଜ୍ କୁରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଆ)
[ସମ୍ପାଦନା]ଯେଉଁ ଜମିର ରାଜସ୍ୱ ପ୍ରଜାଠାରୁ ନିଜେ ଜମିଦାର ବା ନିଜେ ଗଭର୍ଣ୍ଣମେଣ୍ଟ ଅସୁଲ କରନ୍ତି; ଖାସ୍ ଅସୁଲ —(land) Of which the rent is realised direct by the landlord or by the Government (without the intervention of any middleman.)