Jump to content

ମଜ୍ ବୁତ୍

ଉଇକିଅଭିଧାନ‌ରୁ

ମଜ୍ ବୁତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ମଜ୍ୱୁ (ଭୁ)ତୀ—ବିଶେଷ୍ୟ]

ବୈଦେଶିକ - ବିଶେଷଣ - (ଆ—ମଜବୁତ୍)

[ସମ୍ପାଦନା]
୧. ବଳବାନ୍; ୧. Strong.
୨. ଦୃଢ଼ —୨. Firm.
୩. ଶକ୍ତି —୩. Hard.
୪. ଦକ୍ଷ; ପଟୁ — ୪. Expert.

[ଉ—ମୁଁ ହିସାବ କିତାବରେ ଖୁବ୍ ମଜ୍ୱୁତ୍ ବୋଲି ମୋତେ ଠାକାଇ ପାରନ୍ତି ନାହିଁ ଫକୀରମୋହନ. ଛମାଣ. ଆଠଗୁଣ୍ଠ]