Jump to content

ମଜ୍ ମୁଆଁ

ଉଇକିଅଭିଧାନ‌ରୁ

ମଜ୍ ମୁଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମଜ୍ମୁଆ=ସଂଗୃହୀତ)

[ସମ୍ପାଦନା]

ଏକ ପ୍ରକାର ଅତର —A kind of otto.

[ଦ୍ରଷ୍ଟବ୍ୟ —ଏହା ନାନା ଦ୍ରବ୍ୟରୁ ସଂଗୃହୀତ ହୁଏ ଓ ଏହାକୁ କାନପଚା ରୋଗରେ କାନରେ ପକାଇଲେ ଉପକାର ହୁଏ]