Jump to content

ମଝିମଝିଆ

ଉଇକିଅଭିଧାନ‌ରୁ

ମଝିମଝିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମଝି ମଝିକିଆ—ଅନ୍ୟରୂପ)

ଦେଶଜ - ବିଣ— (ସହଚର ଶବ୍ଦ)

[ସମ୍ପାଦନା]
୧. ମଧ୍ୟଭାଗ ସ୍ଥିତ — ୧. Situated in the middle; intermediate.
୨. ଯେ ଦୁଇ ବିପରୀତ ମତ ମଧ୍ୟରୁ କୌଣସି ଗୋଟିଏ ମତକୁ ଦୃଢ଼ କରି ନ ଧରେ — ୨. Not firmly holding either of the ୨ extreme views in a matt er.

[ଉ—ସଂସାରେ ମୂଢ଼ ଯେଉଁ ଜନ, ଯେବା ଈଶ୍ୱରେ ଦୃଢ଼ ମନ ଏ ବେନି ସଂସାରୁ ତରନ୍ତି ମଝି ମଝିକା ନାଶ ଯାନ୍ତି; ଜଗନ୍ନାଥ ଭାଗବତ ଦୃଢ଼େ ତରନ୍ତି,.ମୁଢ଼େ ତରନ୍ତି, ମଝି ମଝିକିଆ ବୁଡ଼ି ମରନ୍ତି—ଢଗ]