Jump to content

ମଝି ଦରିଆ

ଉଇକିଅଭିଧାନ‌ରୁ

ମଝି ଦରିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସମୁଦ୍ରର ମଧ୍ୟଭାଗ; ସମୁଦ୍ରର ଗଭୀରତମ ପ୍ରଦେଶ — ୧. The deep sea; the mid-ocean.
୨. (ଲକ୍ଷଣାର୍ଥ) ଘୋର ବିପଦ — ୨. (Figurative) Great danger.