ମଝି ଦରିଆକୁ ପେଲିଦେବା
ଦେଖଣା
ମଝି ଦରିଆକୁ ପେଲିଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଝି ଦରିଆକୁ ପେଲିଦେବା
|
ମଝି ନଈକୁ ପେଲି ଦେବା, ମଝିନଈରେ ଭସା(ସେ)ଇ ଦେବାଅନ୍ୟରୂପ
ଦେଶଜ - କ୍ରି—(ଲକ୍ଷଣାର୍ଥ)
[ସମ୍ପାଦନା]କୌଣସି ବ୍ୟକ୍ତିକୁ ନିରାଶ୍ରୟ ବା କିକର୍ତ୍ତବ୍ୟ ବିମୁଢ଼ କରି ବିପଦକୁ ପେଲିଦେବା — To drive a person in a helpess or bewildered condition into extreme danger