ମଝ୍ ଭୁତ୍
ଦେଖଣା
ମଝ୍ ଭୁତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ମଜ୍ୱୁ (ଭୃ)ତୀ—ବିଶେଷ୍ୟ]
ବୈଦେଶିକ - ବିଶେଷଣ - (ଆ—ମଜବୁତ୍)
[ସମ୍ପାଦନା]- ୧. ବଳବାନ୍; ୧. Strong.
- ୨. ଦୃଢ଼ —୨. Firm.
- ୩. ଶକ୍ତି —୩. Hard.
- ୪. ଦକ୍ଷ; ପଟୁ — ୪. Expert.
[ଉ—ମୁଁ ହିସାବ କିତାବରେ ଖୁବ୍ ମଜ୍ୱୁତ୍ ବୋଲି ମୋତେ ଠାକାଇ ପାରନ୍ତି ନାହିଁ ଫକୀରମୋହନ ଛମାଣ ଆଛଗୁଣ୍ଡ]