ମଞ୍ଚ
ଦେଖଣା
ମଞ୍ଚ
ଉଚ୍ଚାରଣ
[ସମ୍ପାଦନା](ମଞ୍ଚକ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମଞ୍ଚ
|
ସଂସ୍କୃତ - ବିଶେଷ୍ୟ - (ମଞ୍ଚ୍ ଧାତୁ+ କର୍ତ୍ତୃଅ;)
[ସମ୍ପାଦନା]- ୧. ଖଟ — ୧. Bedstead.
- ୨. ମଞ୍ଚା; ଭାଡ଼ି — ୨. A scaffolding; a stage.
- ୩. ବେଦୀ; ମଣ୍ଡପ —୩. A platform; a pulpit.
- ୪. ଉନ୍ନତ ସ୍ଥାନ —୪. An elevated placr.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମର୍ତ୍ତ୍ୟ)
[ସମ୍ପାଦନା]ମର୍ତ୍ତ୍ୟଲୋକ; ପୃଥିବୀ —The earth
[ଉ— ଜଳପାତ୍ର ଦେଇ ଯେ କରାଏ ସ୍ୱସ୍ତିବାଚ ସେ ପୁଣି ଆଉ ଥରେ ନ ଦେଖେ ଆସି ମଞ୍ଚ କୃଷ୍ଣସିଂହ ମହାଭାରତ ବନ]