ମଞ୍ଚପୁରୀ
ଦେଖଣା
ମଞ୍ଚପୁରୀ
ଉଚ୍ଚାରଣ
[ସମ୍ପାଦନା]ମଞ୍ଚମଣ୍ଡଳ, ମଞ୍ଚଭୁବନ, ମଞ୍ଚଲୋକ ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ମଞ୍ଚପୁରୀ
|
ଦେଶଜ - ବି— (ସଂସ୍କୃତ - ମର୍ତ୍ତ୍ୟପୁର)
[ସମ୍ପାଦନା]ମର୍ତ୍ତ୍ୟମଣ୍ଡଳ; ମର୍ତ୍ତ୍ୟପୁର — The terrestrial globe; the earth
ଉ— ସକଳ ଋତୁଙ୍କର ସାର ଶସ୍ୟ ସମ୍ପଦ ମଞ୍ଚପୁର ଜଗନ୍ନାଥ. ଭାଗବତ)