Jump to content

ମଞ୍ଚା

ଉଇକିଅଭିଧାନ‌ରୁ

ମଞ୍ଚା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଞ୍ଚ)

[ସମ୍ପାଦନା]
୧. ଉଚ୍ଚ ଭାଡ଼ି —୧. A high scaffolding.

(ଉ—ମଞ୍ଚାରୁ ପଡ଼ି ମାମୁ ମଲା ,ମତେହିଁ ଦରବ ରଖିଲା ଜଗନ୍ନାଥ ଭାଗବତ)

୨. ଫସଲ ଜଗିବା ପାଇଁ ବିଲରେ କରାଯିବା ଭାଡ଼ି — A scaffolding raised in the field to watch the crops.,
୩. ବନ୍ୟ ଜନ୍ତୁ ଶିକାର କରିବା ପାଇଂ ବଣରେ ବନ୍ଧା ଯାଇଥଇବା ଭାଡ଼ି —୩. A machan; a high platform raised in the forest for seating the hunters.