Jump to content

ମଞ୍ଚାଳନ

ଉଇକିଅଭିଧାନ‌ରୁ

ମଞ୍ଚାଳନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି— (ସଂସ୍କୃତ - ମନ୍ଥନ)

[ସମ୍ପାଦନା]
୧. ସଂବାଦନ; ଘଷିବା; ରିପିବା — ୧. Chafing with the hands.

(ଯଥା— ପାଦ ମଞ୍ଚାଳନ)

୨. ମନ୍ଥନ — ୨. Churming.