Jump to content

ମଞ୍ଜକୀଳା ମାରିବା

ଉଇକିଅଭିଧାନ‌ରୁ

ମଞ୍ଜକୀଳା ମାରିବା

ଉଚ୍ଚାରଣ

[ସମ୍ପାଦନା]

(ମଞ୍ଜ କରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଜ୍ଜା ଓ ତୀଳ)

[ସମ୍ପାଦନା]

କଦଳୀ ଓ ଅନ୍ୟାନ୍ୟ ଗଛର ଏକ ପ୍ରକାର ରୋଗ (ଏ ରୋଗ ହେଲେ ଗଛର ମଞ୍ଜ ପ୍ରଥମେ ଶୁଖିଯାଏ) —A disease attacking plantain and other trees by which the pith first withers.

(ଉ— ଶସ୍ତ୍ରେ ଛେଦିଲା ନାହିଁ କେହି ଭିତରେ ମଞ୍ଜକୀଳା ନାହିଁ ଜଗନ୍ନାଥ ଭାଗବତ)