Jump to content

ମଞ୍ଜରି

ଉଇକିଅଭିଧାନ‌ରୁ

ମଞ୍ଜରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଞ୍ଜୁ=ମନୋଜ୍ଞତା+ଋ ଧାତୁ=ଗମନ କରିବା+ ଇ, ଈ)

[ସମ୍ପାଦନା]
୧. ଅଙ୍କୁର; ମୁକୁଳ; କଢ଼ି — ୧. Blossom; bud.
୨. ବୃନ୍ତରେ ଲାଗିଥିବା ଉପଯୁକ୍ତ ବା ଝରା —୨. Tufts attached to a stem.
୩. ପଲ୍ଲବାଙ୍କୁର —୩. Newly blosomed tender leaf.

(ଯଥା— ତୁଳସୀ ମଞ୍ଜରୀ)

୪. ଫୁଲର ବା ଶସ୍ୟର କେଣ୍ଡା —୪. A flower spike; an ear of corn, a shoot; a sprout.
୫. ତିଳକବୃକ୍ଷ — ୫. Tiḻaka tree.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଦର ଅଳଙ୍କାର ବିଶେଷ; ଘାଗୁଡ଼ି —A tinkling ornament for the leg.

(ଉ— ଅଘ୍ରିଯୁଗରେ ମଞ୍ଜରୀ ଦୋଳେ, ସେ ପାଦ କମଳେ ଦେବ ମନ ଭ୍ରସଲେ ପ୍ରାଚୀ, ରହସ୍ୟମଞ୍ଜରୀ)