Jump to content

ମଞ୍ଜା

ଉଇକିଅଭିଧାନ‌ରୁ

ମଞ୍ଜା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମଞ୍ଜ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ .ଅ)

[ସମ୍ପାଦନା]
୧. ଛାଗୀ; ମାଈ ଛେଳୀ —୧. She-goat.
୨. ମଞ୍ଜରୀ —sprout

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଞ୍ଜା)

[ସମ୍ପାଦନା]

କଦଳୀଗଛର ମଧ୍ୟସ୍ଥ ସାରାଂଶ — The pith of plantain plant.

[ଦ୍ରଷ୍ଟବ୍ୟ — ଏହା ତରକାରୀରୂପେ ବ୍ୟବହୃତ ହୁଏ]