ମଞ୍ଜି
ଦେଖଣା
ମଞ୍ଜି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଞ୍ଜି
|
(ମନଜ୍ ଧାତୁ+କର୍ତ୍ତୃ. ଇ; +ଈ)
[ସମ୍ପାଦନା]ମଞ୍ଜରୀ; ଆଙ୍କୁର Sprout; short
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୀଜ; ତୁଳ ସଂସ୍କୃତ - ମଜ୍ଜା)
[ସମ୍ପାଦନା]- ୧. ଫଳମଧ୍ୟସ୍ଥ ବୀଜ — ୧. seed.
- ୨. ଆଗାମୀ ବର୍ଷ ପାଇଁ ରଖାଯିବା ଧାନ ଆଦି ଶସ୍ୟର ବିହନ —୨. Paddy and other
- ୩. ଫଳର ବା କାଣ୍ଡାଦିର ଯେଉଁଅଂଶ ନୁଆ ଗଛ ଜନ୍ମାଇବା ପାଇଁ ବ୍ୟବହୃତ ହୁଏ — ୩. The portion of a plant or fruit used for raising new plant.
[ଦ୍ରଷ୍ଟବ୍ୟ — ଆଖୁମଞ୍ଜି=ଆଖୁଦଣ୍ଡର କ୍ଷୁଦ୍ରଖଣ୍ଡମାନ ଆଳୁମଞ୍ଜି =ଆଳୁପିଣ୍ଡର ଅଂଶ ପୋଟଳମଞ୍ଜି=ପୋଟଳ ଗଛର ଚେରର କ୍ଷୁଦ୍ର ଅଂଶ ]
- ୪. ଅଣ୍ଡକୋଷ — ୪. The testis.
- ୫. ମାତ୍ରଙ୍କ ଡିମ୍ୱ — ୫. The spawa or ova of fishes.
- ୬. ପାଚିଥିବା ବ୍ରଣ ଭିତରେ ଥିବା ଗୋଟିଏ କଠିଣ ପୂଜମୟ କୀଳକ —୬. A hard wedge-like pus inside a ripened boil.
- ୭. (ଲକ୍ଷାଣର୍ଥ) କଥାର ଗୁପ୍ତ ମର୍ମ; ରହସ୍ୟ ବା ସନ୍ଧି —୭. (Figurative) The secreat of a matter.
- ୮. (ଲକ୍ଷଣାର୍ଥ) କୌଣସି ସମସ୍ୟା ସାଧନ କରିବାର ମୂଳ ମଜ୍ଜ —୮. (Figurative) The key to a problem.
[ଉ—କଥାର ମଞ୍ଜି, କୁଆ ଧାନ ଖାଏ ବୋହୁକୁ ଗଞ୍ଜି—ଢଗ]
- ୯. (ଲକ୍ଷଣାର୍ଥ) କୌଣସି ବିଷୟର ମୂଳ କାରଣ — ୯. (Figuative) The root cause of a matter.
(ଯଥା—କଳିମଞ୍ଜି)