Jump to content
- ୧. ଯେଉଁ ଫଳ ଅଧିକ ପକ୍ୱ ହେବାକୁ ତହିଁ ମଧ୍ୟରେ ମଞ୍ଜିଯାକ ପାକଳ ହୋଇ ଯାଇ ଥାଏ — ୧. Running into seeds.
(ଯଥା—
ମଞ୍ଜିଆ ବାଇଗଣ)
- ୨. ବୀଜଯୁକ୍ତ — ୨. seedy; full of seeds.
- ୩. ଚିଲିକାରେ ମିଳୁଥିବା ଏକପ୍ରକାର ମାଛ — ୩. A class of salt water fish found in the Chilka lake.