ମଞ୍ଜିଆ କଦଳୀ
ଦେଖଣା
ମଞ୍ଜିଆ କଦଳୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଞ୍ଜିଆ କଦଳୀ
|
(ମଞ୍ଜି କଦଳୀ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭିତରେ ମଞ୍ଜିଥିବା ଏକ ପ୍ରକାର କଦଳୀ; ବଣୁଆ କଦଳୀ —A species of plantain which has seeds inside.
[ଦ୍ରଷ୍ଟବ୍ୟ — ଏହା ଅଖାଦ୍ୟ; ମାତ୍ର କେହି କେହି ବସି ଥିବା ବେଳେ ଏହାକୁ ତର୍କାରି କରନ୍ତି]