ମଞ୍ଜିଷ୍ଠା
ଦେଖଣା
ମଞ୍ଜିଷ୍ଠା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଞ୍ଜିଷ୍ଠା
=== ସଂସ୍କୃତ - ବି—(ମଞ୍ଜୁ= ମନୋହର+ସ୍ଥା ଧାତୁ+କର୍ତ୍ତୃ. ଅ. ସ୍ତ୍ରୀ. ଆ)
ଆଚ୍ଛୁକାଦି ବର୍ଗର ରକ୍ତବର୍ଣ୍ଣ ଲାତବିଶେଷ — —The Indian madder; Rubia Manjisṭha
[ଦ୍ରଷ୍ଟବ୍ୟ — ଏହା ହିମାଳୟ ପାର୍ବତ୍ୟ ପ୍ରଦେଶରେ ଜନ୍ମେ ଏହାର ମୂଳ କବିରାଜୀ ତୈଳକୁ ରଞ୍ଜିତ କରିବା ପାଇଁ ବ୍ୟବହୃତ ହୁଏ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ଅନୁରାଗ —A kind of love.
[ଦ୍ରଷ୍ଟବ୍ୟ — ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଅନୁରାଗ ଖୁବ ଗାଢ଼ ହେଲେ ତାକୁ ମଞ୍ଜିଷ୍ଠା ବୋଲାଯାଏ, ନୀଳୀ ଓକୁସୁମ୍ଭୀ ଏହାଠାରୁ କ୍ଷିଣତର]