Jump to content

ମଞ୍ଜୁ

ଉଇକିଅଭିଧାନ‌ରୁ

ମଞ୍ଜୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ମନ୍ଜ୍ ଧାତୁ=ମାର୍ଜନ କରିବା+କର୍ତ୍ତୃ. ଉ)

[ସମ୍ପାଦନା]
୧. ସୁନ୍ଦର; ମନୋଜ୍ଞ —୧. Lovely; beautiful.
୨. ମନୋମୋହକର —୨. Charming; enchanting
୩. ମଧୁର —୩. Sweet.