ମଞ୍ଜୁର୍
ଦେଖଣା
ମଞ୍ଜୁର୍
ଉଚ୍ଚାରଣ
[ସମ୍ପାଦନା](ନାମଞ୍ଜୁର୍—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମଞ୍ଜୁର୍
|
ବୈଦେଶିକ - ବିଶେଷ୍ୟ - (ଆରବୀ - ମନ୍ଜୁରୀ)
[ସମ୍ପାଦନା]- ୧. ଅନୁମୋଦନ; କୌଣସି ପ୍ରାର୍ଥନାର ଗ୍ରହଣ —୧. Sanction; granting of a request; approval.
- ୨. ସମ୍ମତି; ଅଙ୍ଗୀକାର; ସ୍ୱୀକାର —୨. Consent.
ବିଶେଷଣ - (ଆରବୀ - ମନ୍ଜୂର)
[ସମ୍ପାଦନା]- ୧. ଅନୁମୋଦିତ —୧. Granted; apprived; sanctioned.
- ୨. ଅଙ୍ଗୀକୃତ — ୨. Consented; agreed to.