Jump to content

ମଞ୍ଜୁଳ

ଉଇକିଅଭିଧାନ‌ରୁ

ମଞ୍ଜୁଳ

ଉଚ୍ଚାରଣ

[ସମ୍ପାଦନା]
(ମଞ୍ଜୁଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମଞ୍ଜୁ+ସ୍ୱାର୍ଥେ ଳ)

[ସମ୍ପାଦନା]
୧. ସୁନ୍ଦର; ସୁଦୃଶ୍ୟ; ମନୋହର —୧. Charming; enchanting; captivating.
୨. ଉପଯୁକ୍ତ; ସମୀଚୀନ — ୨. proper.

ବିଶେଷ୍ୟ -

[ସମ୍ପାଦନା]
୧. ନିକୃଞ୍ଜ; କୁଞ୍ଜବନ — ୧. Grove; a bower.
୨. ଶୌବାଳ; ଶିଉଳୀ — ୨. Moss.