Jump to content

ମଞ୍ଜୁଳବତୀ

ଉଇକିଅଭିଧାନ‌ରୁ

ମଞ୍ଜୁଳବତୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ମନୋହାରିଣୀ — Charming (feminine).

(ଉ—ବଞ୍ଜୁଳ ବନେ ମଞ୍ଜୁଳବତୀ ସୀତା ଏକାଳ ଅବସ୍ଥା ଧରି ଯେ ଭଞ୍ଜ. ବୈଦେହୀଶବିଳାସ)