Jump to content

ମଞ୍ଜୁ କେଶୀ

ଉଇକିଅଭିଧାନ‌ରୁ

ମଞ୍ଜୁ କେଶୀ

ଉଚ୍ଚାରଣ

[ସମ୍ପାଦନା]
(ମଞ୍ଜୁ କେଶିନୀ-ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ମଞ୍ଜୁ+କେଶ+ଅଛି ଅର୍ଥରେ ଇନ୍)

[ସମ୍ପାଦନା]

ସୁକେଶଯୁକ୍ତ; ମନୋହର କେଶବିଶିଷ୍ଟ — Having a lovely trees of hair on the head.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀକୃଷ୍ଣ —Ṡrīkṛushṇa.