Jump to content

ମଞ୍ଜୁ ଘୋଷ

ଉଇକିଅଭିଧାନ‌ରୁ

ମଞ୍ଜୁ ଘୋଷ

ଉଚ୍ଚାରଣ

[ସମ୍ପାଦନା]
(ମଞ୍ଜୁଘୋଷା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -(କର୍ମଧା; ମଞ୍ଜୁ+ଘୋଷ)

[ସମ୍ପାଦନା]
୧. ମଧୁର ଧ୍ୱନି — ୧. A sweet sound.
୨. (ବହୁବ୍ରୀହି) ଜୈନ ଦେବତାବିଶେଷ —୨. Name of a j̄&aline;i̱na Deity.
୩. ତାନ୍ତ୍ରିକ ସାଧକଙ୍କର ଉପସ୍ୟ ଦେବତା ବିଶେଷ —Name of a tantric Deity

ବିଶେଷଣ - ପୁଂ—(ବହୁବ୍ରୀହି)

[ସମ୍ପାଦନା]

ସ୍ୱସୁରବିଶିଷ୍ଟ —Sweet toned.