Jump to content

ମଞ୍ଜୁ ପାଠକ

ଉଇକିଅଭିଧାନ‌ରୁ

ମଞ୍ଜୁ ପାଠକ

ଉଚ୍ଚାରଣ

[ସମ୍ପାଦନା]
(ମଞ୍ଜୁପାଠିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେ ମନୋଜ୍ଞ ରୂପେ ବୋଲି ପାରେ; ସୁପାଠକ —One whose recitation is sweet; a good reader.

ବିଶେଷ୍ୟ -

[ସମ୍ପାଦନା]

ଶୁକପକ୍ଷୀ; ଶୁଆ —The parrot.