Jump to content

ମଟକା

ଉଇକିଅଭିଧାନ‌ରୁ

ମଟକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ମସକା; ଭଙ୍ଗପ୍ରବଣ —Fragile.

ବିଶେଷ୍ୟ - (ସଂସ୍କୃତ - ବିଶାଳା)

[ସମ୍ପାଦନା]
୧. ପୋଟଳ ଆକୃତିର ଏକ ପ୍ରକାର ବନ୍ୟ ଲତା ଫଳ —୧. A wild cucurbitatious fruit and creeper; Metothria Heterophylla.

[ ଦ୍ର—ଏହାକୁ ତିଅଣ କରି ଖାଆନ୍ତି ଓ କଅଁଳ ଥିଲା ବେଳେ ଏହା କଞ୍ଚା ମଧ୍ୟ ଖିଅଯାଏ ]

୨. (ସଂସ୍କୃତ - ମୁଖ+କର୍ତ୍ତନ) ମୋଟ ଏହ ସୂତାର ତସର ଲୁଗା; ପାରିଆ ମକୁଟା; ମଠା —୨. A kind of coarse silk cloth

[ ଦ୍ର—ପାଟର ଗୋଟି ପୋକମାନେ ଗୋଟିର ମୁହଁକୁ କାଟି ବାହାରି ଗଲେ ସେହି ଗୋଟିରୁ ଯେଉଁ ସୂତା ବାହାରେ ତହିଁରେ ମକୁଟା ଓ ମଠା ହୁଏ ]

୩. (ସଂସ୍କୃତ - ମଟ୍ଟକ) ଚାଳ ଘରର ମଥାନ —୩. The ridge of a thatched straw roof.
୪. ଛୁଆଣି ହୋଇଥିବା ଘରର ଚାଳ ଉପରେ ଯେଉଁ ବତା ଚାଳକ ଥାଟ ସଙ୍ଗେ ବନ୍ଧା ହୋଇଥାଏ ସେହି ବନ୍ଧା ଲଇଗଣ୍ଠିରେ ଥିବା ଛିଦ୍ରମାନ —୪. Holes in the roof a thatched house near the knot of the bamboo laths laid over th thatch.
୫. ମିଟିକା (ଦେଖ) - —୫. Miṭikā (See)