ମଟକା ପାଣି
ଦେଖଣା
ମଟକା ପାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଟକା ପାଣି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚାଳର ମଥାନରୁ ଯେଉଁ ବର୍ଷାପାଣି ଘର ଭିତରକୁ ଗଳିପଡ଼େ —Water leaking through the holes near the knots of the roofs of a thatched house.
[ ଦ୍ର—
ପ୍ରଥମ ଅସରା ବରଷାରେ ମଟକା ପାଣି ପଡ଼େ; କିନ୍ତୁ ପରେ ସେହି ଲଇଗଣ୍ଠିରେ କଣାମାନ ମନକୁ ବୁଜି ହୋଇଯାଏ ଓ ସେବାଟେ ପାଣି ଗଡ଼େ ନାହିଁ ]